ପୁରୀ : ପୁରୀ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ବ୍ରହ୍ମଗିରିର ସନ୍ତୁ ଓରଫ୍ ସନ୍ତୋଷ ବାରିକ ଗୁରୁତର। ଏକ ଦୁର୍ଘଟଣାରେ ମାମଲାରେ ସେହି ଅଞ୍ଚଳର ଶୁଭ ସାହୁଙ୍କ ଘରକୁ ବନ୍ଧୁକ ଧରି ପଶିଥିଲା। ତାଙ୍କ ଝିଅ ଝିଲ୍ଲୀ ସାହୁକୁ ଗୁଳିମାଡ କରି ଫେରାର ଥିଲା ସନ୍ତୁ ଓରଫ୍ ସନ୍ତୋଷ। ଖବର ପାଇ ପୁରୀ ପୋଲିସ ଏନକାଉଣ୍ଟର କରିଛି। ସନ୍ତୁ ଠାରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଜବତ। ସନ୍ତୋଷ ନାମରେ ବ୍ରହ୍ମଗିରୀ ଥାନାରେ ଦୁଇଟି ମାମଲା ରହିଛି। ଗୁରୁତର ଅବସ୍ଥାରେ ସନ୍ତୋଷ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ।
December 11, 2023
0 Comment
43 Views
ପୁରୀ ପୋଲିସର ଏନକାଉଣ୍ଟର, ଫେରାର ଆସାମୀ ଗୁରୁତର
by Editor
ପୁରୀ : ପୁରୀ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ବ୍ରହ୍ମଗିରିର ସନ୍ତୁ ଓରଫ୍ ସନ୍ତୋଷ ବାରିକ ଗୁରୁତର। ଏକ ଦୁର୍ଘଟଣାରେ ମାମଲାରେ ସେହି ଅଞ୍ଚଳର ଶୁଭ ସାହୁଙ୍କ ଘରକୁ ବନ୍ଧୁକ ଧରି ପଶିଥିଲା। ତାଙ୍କ ଝିଅ ଝିଲ୍ଲୀ ସାହୁକୁ ଗୁଳିମାଡ କରି ଫେରାର ଥିଲା ସନ୍ତୁ ଓରଫ୍ ସନ୍ତୋଷ। ଖବର ପାଇ ପୁରୀ ପୋଲିସ ଏନକାଉଣ୍ଟର କରିଛି। ସନ୍ତୁ ଠାରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଜବତ। ସନ୍ତୋଷ ନାମରେ ବ୍ରହ୍ମଗିରୀ ଥାନାରେ ଦୁଇଟି... Read More