0 Comment
କେନ୍ଦୁଝର, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା: ଶିବ ଚରଣ ବାଗ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଆଜି ସ୍ବାସ୍ଥ୍ୟକେନ୍ଦ୍ର ପରିସର ରୁ ପୁରୁଷ ବନ୍ଧ୍ୟା କରଣ ପକ୍ଷ ଉପଲକ୍ଷେ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି। କ୍ରମବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା,ଗର୍ଭ ନିରୋଧକ ପଦ୍ଧତି,ହିତାଧିକାରୀ ଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ସମ୍ବଦ୍ଧରେ ଏହି ରଥ ପ୍ରଚାର ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ... Read More