0 Comment
କେନ୍ଦୁଝର, ଆଜି କୁଡ଼ମି ସେନା ପକ୍ଷରୁ ଏକ ବିରାଟ ପଟୁଆରରେ ସହ ସହ କୁଡ଼ମି ସମ୍ପ୍ରଦାୟର ଲୋକମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୯୫୦ ମସିହା ସେପ୍ଟେମ୍ବର ୬ ପୂର୍ବରୁ କୁଡ଼ମି ମାନେ ଆଦିବାସୀ ଥିଲେ ଏଣୁ ପୁର୍ନବାର ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବା କୁଡ଼ମି ନେତା ମିତ୍ରଭାନୁ ମହାନ୍ତ କହିଛନ୍ତି । ଓଡ଼ିଶା କୁଡ଼ମୀ ସେନା କେନ୍ଦୁଝର ଜିଲ୍ଲା ମହିଳା ସଭାନେତ୍ରୀ ମଧୁସ୍ମିତା... Read More