0 Comment
ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଗୁଡ଼ା ପଞ୍ଚାୟତର ବିରୀଗୁଡ଼ା ଗ୍ରାମରେ ବାଟ ଓଗଳୁଛି ଭାରତ ମାଳା ଜାତୀୟ ରାଜପଥ। ସୁଚନା ପ୍ରକାରେ ରାୟପୁର ବିଶାଖାପାଟଣା ଛଅ ପଥ ବିଶିଷ୍ଟ ଜାତୀୟ ରାଜପଥ ଏ ଅଞ୍ଚଳର ସ୍ୱପ୍ନର ପ୍ରକଳ୍ପ। ଏହି ରାଜପଥ ଦୁଇ ରାଜ୍ୟ ମଧ୍ୟରେ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଅର୍ଥନୈତିକ ବିକାଶର କରିଡ଼ର ହେବାକୁ ଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଗାଁ ପାଈଁ ମୁଣ୍ଡ ବ୍ୟଥାର କାରଣ... Read More