0 Comment
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର ମାମଲା ଚପାଇଦେବାକୁ ଉଦ୍ୟମ ହେଉଛି। ଉକ୍ତ ଘଟଣା ଓ ଅନ୍ୟାନ୍ୟ ସମସ୍ୟା ନେଇ ସୋମବାର କଂଗ୍ରେସର ଏକ ପ୍ରତିନିଧି ଦଳ୍ ଡାକ୍ତରଖାନାକୁ ଯାଇ ରୋଗୀ, ଡାକ୍ତର ତଥା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି।ଏଥିସହ ଡାକ୍ତରଖାନ ବୁଲି ବିଭିନ୍ନ ସମସ୍ୟାକୁ ଦେଖିଥିଲେ। ନିକଟରେ ଡାକ୍ତରଖାନାର ମାତୃ ମଙ୍ଗଳ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କ ପ୍ରସବ ପରେ ଡାକ୍ତର ଅନୁମତି ନ ନେଇ ଜନ୍ମ... Read More