0 Comment
କେନ୍ଦୁଝର, ୨୪/୦୫କେନ୍ଦୁଝର ଉପଖଣ୍ଡର ନରଣପୁର ରେ ଖୁବ ଆଡମ୍ବରରେ ଦେବାଧିଦେଵ ମହାଦେବଙ୍କ ଶିବ ବିବାହ ସମ୍ପର୍ଣ୍ଣ ହୋଇଛି। ଆଜି ସକାଳ ୧୧ଟା ସମୟରେ ବାବା ଶ୍ରୀ କପିଳେଶ୍ୱରଙ୍କ ମନ୍ଦିରରୁ ରୀତିନୀତି ଅନୁସାରେ ପୂଜାର୍ଚନା ପରେ ଶ୍ରୀ ଶ୍ରୀ ଦେବାଧିଦେଵଙ୍କର ଚଳନ୍ତି ପ୍ରତିମା ଖୁବ ଜାକଜମକରେ ଶୋଭାଯାତ୍ରା ଓ ପଟୁଆର ସହ ବର ବେଶରେ ସଜେଇ ହୋଇ ଦେବଦେବୀ, କିନ୍ନର, ଓ ବରାଯାତ୍ରୀଙ୍କ ସହ ଯାଇ ନରଣପୁର ଶିବ ମନ୍ଦିରରେ ପହଞ୍ଚି ଥିଲେ । ମନୋରଞ୍ଜନ ପାଢ଼ୀ ଦମ୍ପତ୍ତି... Read More