0 Comment
କେନ୍ଦୁଝର, (ନିପ୍ର) ବିଜେପି କେନ୍ଦୁଝର ନଗର ମଣ୍ଡଳର ବିଶେଷ କାର୍ଯ୍ୟକାରିଣୀ ଗୁଜରାଟୀ ସମାଜ ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବିଶେଷ କାର୍ଯ୍ୟକାରିଣୀ ବୈଠକରେ ଅତିଥି ରୂପେ ସଦର ବିଧାୟକ ମୋହନଚରଣ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଶିବକୁମାର ରାଠୋର, ରାଜ୍ୟ କାର୍ଯ୍ୟକାରିଣୀ ସଦଷ୍ୟା କିରଣବାଳା ନାୟକ, ସଂସଦୀୟ କ୍ଷେତ୍ର ବିସ୍ତାରକ ଲାଲାଜି ଦୋରା, ବିଧାନସଭା କ୍ଷେତ୍ରର... Read More