0 Comment
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନରେ ଅହେତୁକ ବିଳମ୍ବକୁ ନେଇ ସାଧାରଣ ଟ୍ରକ୍ ମାଲିକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଶତାଧିକ ମାଲିକ ଘଟଗାଁ ମା ତାରିଣୀ ପୀଠରେ ସମାବେଶରେ ଉପସ୍ଥିତ ହୋଇ ବେଆଇନ ଭାବେ ଗାଦି ମାଡ଼ି ବସିଥିବା କର୍ମକର୍ତ୍ତାଙ୍କ କବଳରୁ ସଂଘକୁ ମୁକ୍ତ କରିବାକୁ ଜୁନ ୫ରୁ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି। ପୂର୍ବତନ ସଂଘ ସମ୍ପାଦକ ପ୍ରଦୀପ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂଘର... Read More