0 Comment
ନୂଆଦିଲ୍ଲୀ : ଏମ୍ସରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାରର ଚା’ କିମ୍ବା ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ। ଆଉ ଯଦି କୌଣସି ସିକ୍ୟୁରିଟି ଗାର୍ଡ ଡାକ୍ତର କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ପାଇଁ ଚା ଜଳଖିଆ ଆଣିବାର ଧରାପଡ଼ନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦିଆଯିବ। ଏମ୍ସ ଡକ୍ତରଙ୍କର ବାବୁପଣିଆ ବନ୍ଦ କରିବା ଓ ସିକ୍ୟୁରିଟିଗାର୍ଡଙ୍କର ଅପବ୍ୟବହାରକୁ ରୋକିବା ପାଇଁ ଏମ୍ସ ନୂଆ ନିର୍ଦ୍ଦେଶକ ଏମ୍ ଶ୍ରୀନିବାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିକ୍ୟୁରିଟି ଗାର୍ଡମାନଙ୍କୁ... Read More