0 Comment
କଟକ : କଟକରୁ ପୁଣି ଥରେ ନକଲି ଔଷଧ ଜବତ ହୋଇଛି । ତିନିଟି ଫାର୍ମାସୀରୁ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି । ଟେଲମା ବ୍ରାଣ୍ଡର ଔଷଧକୁ ଜବତ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଗିରଫ ଦୁଇ ଷ୍ଟକିଷ୍ଟଙ୍କ ଦ୍ୱାରା ବିକ୍ରି ହୋଇଥିଲା ଏହି ସବୁ ଔଷଧ। ଗତ ଦୁଇ ସପ୍ତାହ ମଧ୍ୟରେ ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ ହୋଇସାରିଛି। ନକଲି ଔଷଧ ମାମଲାର ତଦନ୍ତ ପାଇଁ ଆଜି... Read More