0 Comment
ନୂଆଦିଲ୍ଲୀ : ଡିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଡିଜିଟାଲ କାରବାରକୁ ବ୍ୟାପକ କରିଛି । ବର୍ତମାନ ୮୮୭୮ଟି ୟୁନିଟ ଡିଜିଟାଲ ଦେଣନେଣ ପାଇଁ ସୁବିଧା ଯୋଗାଉଛନ୍ତି । ଏହା ସହିତ ପଏଂଟ ଅଫ ସେଲ (ପୋସ) ମେସିନ କ୍ୟାଟେରିଂ ସେବା ପ୍ରଦାନକାରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହା ଫଳରେ ମୁଦ୍ରିତ ବିଲ ଯୋଗାଇ ଆର୍ôଥକ କାରବାରର ବିସ୍ତୃତ ବିବରଣୀକୁ ଏଥିରେ ଦର୍ଶାଇ ଦିଆଯାଉଛି । ବର୍ତମାନ ୫୯୬ଟି... Read More