0 Comment
ମୁମ୍ବାଇ: ପଳାତକ ଗ୍ୟାଙ୍ଗ୍ଷ୍ଟର୍ ଦାଉଦ୍ ଇବ୍ରାହିମ୍ଙ୍କର ଘନିଷ୍ଠ ସହଯୋଗୀ ଛୋଟା ଶକୀଲ୍ଙ୍କର ଭିଣୋଇ ସଲିମ୍ କ୍ୟୁରେଶିଙ୍କୁ ଗିରଫ। ମୁମ୍ବାଇରୁ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେଟିଭ୍ ଏଜେନ୍ସି’ (ଏନଆଇଏ) ତାଙ୍କ ଗିରଫ କରିଥିବା ଜଣାପଡିଛି । ଦାଉଦର ସହଯୋଗୀମାନଙ୍କୁ ଧରିବା ଲାଗି ଗତ ମେ ମାସରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେଟିଭ୍ ଏଜେନ୍ସି’ ମୁମ୍ବାଇ ଓ ଥାନେ ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିବା ପରେ ‘ସଲିମ୍ ଫ୍ରୁଟ୍’ ନାମରେ ସୁପରିଚିତ କ୍ୟୁରେଶିଙ୍କୁ ଅଟକ ରଖିଥିଲା। ଅଟକ ଥିବା କ୍ୟୁରେଶିଙ୍କୁ ‘ଏଜେନ୍ସି’ ବ୍ୟାପକ ଜେରା... Read More