0 Comment
ଲାହୋର : ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ କ୍ରିକେଟ୍ ଦଳ । ପାକିସ୍ତାନରେ ମୋଟ ୭ଟି ଟି-୨୦ ଖେଳିବ ଇଂଲଣ୍ଡ। ଆସନ୍ତା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଉଭୟ କରାଚି ଓ ଲାହୋରରେ ଏହି ଶୃଙ୍ଖଳା ଖେଳି ଅଷ୍ଟ୍ରେଲିଆରେ ଆୟାଜିତ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି କରିବ। କରାଚିର ନ୍ୟାସ୍ନାଲ ଷ୍ଟାଡିୟମ୍ରେ ପ୍ରଥମ ୪ ମ୍ୟାଚ୍ (ସେପ୍ଟେମ୍ବର ୨୦, ୨୨, ୨୩ ଓ ୨୫... Read More