0 Comment
ସମ୍ବଲପୁର: ଆଜି ସକାଳେ ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ନିକଟବର୍ତ୍ତୀ ହେଲାଣି। ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ ଥିବା ବେଳେ ସକାଳ ୯ଟା ସୁଦ୍ଧା ୬୨୯.୨୭ ଫୁଟରେ ପହଞ୍ଚିଲାଣି। ସେପଟେ ଉପରମୁଣ୍ଡରୁ ୯୧୫୦୮ କ୍ୟୁସେକ ପାଣି ପ୍ରବେଶ କରୁଥିବାରୁ ଜଳସ୍ତର ସର୍ବୋଚ୍ଚ ସୀମା ଡେଇଁବାର ଆଶଙ୍କା ଦେଖାଦେଇଛି। ତେଣୁ, ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ୪ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ୪ଟି ଗେଟ୍ ଖୋଲିବା ପରେ ଯେତିକି ପାଣି ପ୍ରବେଶ କରୁଛି ସମ ପରିମାଣର... Read More