0 Comment
ଭୁବନେଶ୍ବର : ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଅଧିକ ଘନୀଭୂତ ହୋଇ ୧୯ ତାରିଖ ଆଡ଼କୁ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି। ଏହାର ପ୍ରଭାବରେ ୫ ଦିନ ଧରି ଲାଗି ରହିବ ବର୍ଷା । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଏବେ କିଛି ଦିନ ପାଗ ଶୁଖିଲା ରହିବ। ୧୯ ତାରିଖ... Read More