0 Comment
ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଦେଶର ପ୍ରାୟ ୨୫୩ଟି ଛୋଟ ଦଳକୁ ନିଷ୍କ୍ରିୟ କରିଛନ୍ତି । ଯେଉଁମାନେ ନିୟମ ପାଳନ କରୁନଥିଲେ । ନିଷ୍କ୍ରିୟ ହୋଇଥିବା ଛୋଟ ଦଳଗୁଡିକ ମଧ୍ୟରେ ଅନେକ ରାଜ୍ୟରେ ନିର୍ବାଚନ ଲଢ଼ୁଥିବା ଦଳ ମଧ୍ୟ ସାମିଲ ରହଛି । ବିହାର, ୟୁପି, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଓ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଏହି ଦଳଗୁଡିକ ନିଷ୍କ୍ରିୟ କରାଯାଇଛି । ଏହା ସହିତ ୮୬ ଟି ଛୋଟ... Read More