0 Comment
ପୁରୀ : ମିଳିଲାନି ମହାପ୍ରରାୟଣ ଗାଡ଼ି । ଲୁନାରେ ବୁହା ହେଲା ଶବ। ଏଭଳି ଅଭାବନୀୟ ଦୃଶ୍ୟ ପୁରୀ ଚନ୍ଦନପୁରରୁ ଆସିଛି । ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଲୁନାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ଗଲା ବୃଦ୍ଧା ମହିଳାଙ୍କ ଶବ। ମୃତକ ବୃଦ୍ଧା ମହିଳା ହେଉଛନ୍ତି ତଳଜଘଂ ଗ୍ରାମର ରମା ନାୟକ। ଅସାବଧାନତା କାରଣରୁ ଗାଁ ପାଖ ଭାର୍ଗବୀ ନଦୀରେ ବୁଡି ବୃଦ୍ଧା ମୃତ୍ୟ ବରଣ କରିଥିବା ଅଭିଯୋଗ ହୋଇଛି। ଗାଁ ରୁ ବୃଦ୍ଧାଙ୍କୁ... Read More