August 19, 2022 0 Comment ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନସମ୍ବଲପୁର : ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ । ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ମନ୍ଦିର ଟ୍ରଷ୍ଟ କମିଟି ଏବଂ ପଣ୍ଡିତଙ୍କ ଦ୍ୱାରା ଧାର୍ଯ୍ୟ ହେବ ଲଗ୍ନ । ରାଜ୍ୟ
August 19, 2022 0 Comment ଆଜି ବିଶ୍ୱ ଫଟୋଗ୍ରାଫି ଦିବସପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯାଉଛି। ଏହା କେବଳ ଫଟୋଗ୍ରାଫିକୁ ବୃତ୍ତି ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ହିଁ ନୁହେଁ ବରଂ ଅଧିକାଂଶ ବ୍ୟକ୍ତି ପାଳନ କରନ୍ତି । ଦିନଥିଲା କେବଳ ହାତଗଣତି କିଛି ବ୍ୟକ୍ତିଙ୍କ ପାଖରେ କ୍ୟାମେରା ରହୁଥିଲା ଏବଂ ସେମାନେ ଫଟୋଗ୍ରାଫି ବା ଚିତ୍ରୋତ୍ତଳନ କରୁଥିଲେ । ଯୁଗ ବଦଳିବା ସହିତ ଆଧୁନିକ ସମୟରେ ସ୍ମାର୍ଟ୍ ଫୋନର ବହୁଳ ବ୍ୟବହାର ଫଳରେ ଆଜିକାଲି ପ୍ରାୟ ପ୍ରତ୍ୟେକ... Read More Others
August 19, 2022 0 Comment ଭାରତ ମହାସାଗରରେ ୩ଟି ନୌସେନା ଘାଟି କରି ଯୁଦ୍ଧ ବିମାନକୁ ମୁତୟନ କରିଛି ଚୀନନୂଆଦିଲ୍ଲୀ : ବେଜିଙ୍ଗର ସାମୁଦ୍ରିକ ଅଭିସନ୍ଧି । ଭାରତ ମହାସାଗରରେ ୩ଟି ନୌସେନା ଘାଟି କରି ନିଜ ଯୁଦ୍ଧ ବିମାନକୁ ମୁତୟନ କରିଛି ଚୀନ । ସାଟେଲାଇଟ ଜରିଆରୁ ମିଳିଥିବା ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ଆଫ୍ରିକୀୟ ଦେଶ ଜିବୁଟିରେ ଚୀନ ନୌସେନା ଘାଟି କାର୍ଯ୍ୟକ୍ଷମ ହୋଇଛି । ଜିବୁଟ ହେଉଛି ଚୀନର ପ୍ରଥମ ଦରିଆପାରି ସେନା ଘାଟି । ୨୦୧୬ରୁ ଏହି ଘାଟିକୁ ତିଆରି କରିଆସୁଛି ଚୀନ୍ । ଏହି ଘାଟିରୁ ଚୀନ୍ ବିଭିନ୍ନ... Read More ଦେଶବିଦେଶ
August 19, 2022 0 Comment ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଦୁଇ ଦିନ ରାଜ୍ୟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ସେହିପରି ଆସନ୍ତା ୬ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ । ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି... Read More ରାଜ୍ୟ
August 19, 2022 0 Comment ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଛି । ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କରାଯାଇଛି ଦାବି । ତେବେ କେନ୍ଦ୍ର ସରକାର ସୁନ୍ଦରଗଡ଼ରେ ଏମ୍ସର ପ୍ରସ୍ତାବ ନାହିଁ ବୋଲି କହିବା ପରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଏଥିପାଇଁ ତିନିଦିନ ଧରି ପଶ୍ଚିମ ଓଡ଼ିଶା ଯୁବ... Read More ରାଜ୍ୟ
August 19, 2022 0 Comment ସେପ୍ଟେମ୍ବର ୧୩ରୁ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷାଭୁବନେଶ୍ବର : ସେପ୍ଟେମ୍ବର ୧୩ ତାରିଖରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଇନ୍ଷ୍ଟାଣ୍ଟ ପରୀକ୍ଷା ହେବ। ଏ ନେଇ ଆସନ୍ତା ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ଇଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ ପରୀକ୍ଷା । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ... Read More ରାଜ୍ୟ
August 19, 2022 0 Comment ବନ୍ୟା ପ୍ରାଥମିକ ରିପୋର୍ଟ : ୧୩ଟି ଜିଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିତ୍ପାତ ଜାରି ରହିଛି । ଏହାରି ମଧ୍ୟରେ ବନ୍ୟା ସମ୍ପର୍କିତ ପ୍ରାଥମିକ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ବନ୍ୟାରେ ୧୩ ଜିଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ୨୦୬୬ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୪୭୦ଟି ଗାଁ ଜଳଘେରରେ ଥିବା ବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହିଭଳି ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ... Read More ରାଜ୍ୟ
August 19, 2022 0 Comment ପ୍ରଥମ ଦିନିଆକୁ ୧୦ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆନୂଆଦିଲ୍ଲୀ : ଦ୍ରୁତ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଶିଖର ଧାୱନ ଓ ଶୁଭମାନ ଗିଲଙ୍କ ଓପନିଂ ଯୋଡିର ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଜିମ୍ବାୱେକୁ ପ୍ରଥମ ଦିନିକିଆରେ ୧୦ ୱିକେଟରେ ପରାସ୍ତ କରିଛି । ପ୍ରଥମ ଦିନିକିଆରେ ଜିମ୍ବାୱେ ଦଳ ନିଜର ସମସ୍ତ ୱିକେଟ୍ ହରାଇ ୧୮୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପାଇଁ ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହାର... Read More ଖେଳ
August 19, 2022 0 Comment ବିଗୁଡୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାମୁମ୍ବାଇ : ହାସ୍ୟ ଅଭିନେତା ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ବିଗିଡ଼ି ଯାଇଛି । ଅଗଷ୍ଟ ୧୦ ରେ ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତ ହୋଇଥିଲା, ସେବେଠାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାରମ୍ଭରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁ ନଥିଲା, କିନ୍ତୁ ଏହା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ଦେଖା ଦେଇଥିଲା, କିନ୍ତୁ ସର୍ବଶେଷ ରିପୋର୍ଟ ଅନୁଯାୟୀ, ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି ଓ ତାଙ୍କ... Read More ଦେଶବିଦେଶ
August 19, 2022 0 Comment ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା! ବିଗିଡ଼ିପାରେ ସ୍ଥିତିଭୁବନେଶ୍ୱର : ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେହିପରି ଓଡିଶାରେ ବିଗତରେ ହୋଇଥିବା ପ୍ରବଳ ବର୍ଷା ଓ ଏହାପରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ଚିନ୍ତିତ ଅଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ୧୨ଟି ଜିଲ୍ଲାର ୧,୫୭୫ଟି ଗାଁରେ ଏପର୍ଯ୍ୟନ୍ତ ୪.୬୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।... Read More ରାଜ୍ୟ