0 Comment
ନୂଆଦିଲ୍ଲୀ : ଆଜି ନୀତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସିଲର ବୈଠକ ଦିଲ୍ଲୀରେ ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ ନାହିଁ । ଏଥିରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁପସ୍ଥିତ ରହିବେ । ଚନ୍ଦ୍ରଶେଖର ରାଉ ବୈଠକକୁ ପ୍ରତ୍ୟାଖାନ କରିଥିବା ବେଳେ ନୀତିଶ କୁମାର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ... Read More