0 Comment
ୱାଶିଂଟନ : କୋର୍ଟରେ ପହଞ୍ଚିଲା ଏଲନ ମସ୍କ ଓ ଟ୍ବିଟର ଲଢେଇ । ଏଲନ୍ ମସ୍କ୍ ଗୁପ୍ତରେ ସାମାଜିକ ଗଣମାଧ୍ୟମ ‘ଟୁଇଟର୍’ ବିପକ୍ଷରେ ପାଲଟା ମାମଲା ରୁଜୁ କରିଛନ୍ତି। ପାଖାପାଖି ୪୪ ବିଲିଅନ ଡଲାର ଚୁକ୍ତି ରଦ୍ଦ ପରେ ଟେସଲା ସିଇଓ ଏଲନ ମସ୍କ କୋର୍ଟରେ ପହଞ୍ଚିଛନ୍ତି । ମସ୍କଙ୍କ ଟିମ ୧୬୪ ପୃଷ୍ଠା ସମ୍ବଳିତ ହଲଫନାମା କୋର୍ଟରେ ଦାଏର କରିଛନ୍ତି । ଯେଉଁଥିରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ବିଟର ଆଣିଥିବା ଅଭିଯୋଗର ଉତ୍ତର ବି ସାମିଲ... Read More