0 Comment
ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ । ଶୁକ୍ରବାର ଗୁରୁତର ଅବସ୍ଥାରେ ଏମକେସିଜି ଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ମୃତ୍ୟୁ ହୋଇଛି । ମୃତକ ହେଲେ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ(୩୦)। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହକୁ ନେଇ ଗୋପାଳପୁର ଥାନା ଆସିଥିଲେ ମହିଳା ।... Read More