0 Comment
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଅଢ଼େଇ ବର୍ଷ ଅତିକ୍ରମ କରିସାରିଛି। ହେଲେ ଦୁଇ ଦେଶ ମଧ୍ୟରୁ କୌଣସି ଦେଶ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ନାହାନ୍ତି। ବରଂ ୟୁକ୍ରେନ ଏହାକୁ ଅଧିକ ତୀବ୍ରତର କରିବାକୁ ଯୋଜନା ଚଳାଇଛି। ରୁଷ ଉପରେ ଆକ୍ରମଣକୁ ବ୍ୟାପକ କରିବା ଲାଗି ୟୁକ୍ରେନ ପୁଣି ଥରେ ନାଟୋ ସହଯୋଗ ଲୋଡ଼ିଛି, ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରୁଷ। ରୁଷ ଉପରେ ଆକ୍ରମଣ ପାଇଁ ୟୁକ୍ରେନକୁ ଆମେରିକା କିମ୍ବା ନାଟୋ ସହଯୋଗୀ... Read More