0 Comment
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆଜିଠାରୁ ଆରମ୍ଭ ହେଉଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ୧୫ଟି ରାଜ୍ୟ ଦେଇ ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିବ। କଂଗ୍ରେସ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବ । ଏହି ଯାତ୍ରା ସହ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ କଂଗ୍ରେସ । କଂଗ୍ରେସର ଏହି ଯାତ୍ରା ରବିବାର ମଣିପୁରର ଥୋବାଲ ଜିଲ୍ଲାର... Read More