0 Comment
ମେଷ– ସୁଖ ସୌଭାଗ୍ୟ ଲାଭର ଯୋଗ ରହିଛି । ଅନୁଧ୍ୟାନ କରି କିଛି ନୂତନ ନିର୍ଯ୍ୟାସରେ ପହଞ୍ଚିବେ। ସୁଖ ସମ୍ମାନ ମିଳିବ ଯାହାଦ୍ଵାରା ମାନ ପ୍ରସନ୍ନ ରହିବ । ଆତ୍ମନିର୍ଭରଶୀଳ ହେବେ । ଜୀବନସାଥୀଙ୍କ ସମର୍ଥନ ପାଇବେ ଆପଣ ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ । ବୃଷ– ରାଶିକୁ ଘାତ ଚନ୍ଦ୍ର, ଲୋଭ ଗ୍ରସ୍ତ ହୋଇପାରନ୍ତି । ହେଲେ ମଧ୍ୟ ବିଭିନ୍ନ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ । ଚାକିରିରେ ସଫଳତା ମିଳିବ ।... Read More