0 Comment
ନୂଆଦିଲ୍ଲୀ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ସ୍ଥାୟୀ ସଦସ୍ୟତା ପାଇଁ ପୁଣି ଥରେ ଦାବି ଦୋହରାଇଛି ଭାରତ। ରୁଷର କାଜାନ ସହରରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀ ୨୦୨୪ର ଶେଷ ଦିନ ଗୁରୁବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଏକ ବିଶ୍ୱସ୍ତରୀୟ ନ୍ୟୟିକ ବ୍ୟବସ୍ଥା ସୃଷ୍ଟି ପାଇଁ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା ଆବଶ୍ୟକ। ଏହି ସଂସ୍କାର ତୁରନ୍ତ କରାଯିବା ଉଚିତ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ମଧ୍ୟ... Read More