0 Comment
ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲକୁ ବମ ପକାଇ ଉଡ଼ାଇ ଦେବାକୁ ମିଳିଛି ଧମକ । ଖବର ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏନେଇ ତିହାର ଜେଲ ପ୍ରଶାସନ ଦିଲ୍ଲୀ ପୋଲିସକୁ ଖବର ଦେଇଥିବା କୁହାଯାଉଛି । ପୋଲିସ ଏବଂ ଡଗ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଏକ ମେଲ କରାଯାଇଛି । ଯେଉଁଥିରେ ଲେଖାଯାଇଛି କି, ଜେଲ ଭିତରେ ଏକ... Read More