0 Comment
ମୁମ୍ବାଇ: ଚଳିତ ମାସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ମୁମ୍ବାଇ ପୋଲିସ ‘ଲୁକ୍ଆଉଟ୍ ସର୍କୁଲାର’ (ଏଲ୍ଓସି) ଜାରି କରିଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ସମ୍ପ୍ରତି ଗୁଜରାଟର ସାବରମତୀ ଜେଲରେ ଥିବା ଲରେନ୍ସ ବିଷ୍ଣୋଇକୁ ମଧ୍ୟ ପୋଲିସ ଗିରଫ କରିପାରେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (ମକୋକା) ଲାଗୁ କରିବାକୁ... Read More