0 Comment
ନୂଆଦିଲ୍ଲୀ : ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚୁକ୍ତି ଅନୁସାରେ ବୁଧବାର ସେନା ପ୍ରତ୍ୟାହାର ଶେଷ ହୋଇଥିଲା। ଆଜି ଦୁଇ ଦେଶର ସେନା ଏଲଏସିର ବିଭିନ୍ନ ପଏଣ୍ଟରେ ପରସ୍ପରକୁ ଦୀପାବଳିରେ ମିଠା ଦେଇଛନ୍ତି। ଏଥିସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ମଧ୍ୟ... Read More