କଲୋମ୍ବୋ: ପ୍ରେମଦାସା ଷ୍ଟାଡିୟମରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ ସୁପର-୪ର ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ ଅଧିନାୟକ ଶାକିବ ଉଲ ହସନ ୮୦ ରନର ଇନିଂସ ଖେଳିଥିବା ବେଳେ ଟୋହିଡ ହୃଦୟ ୫୪ ରନ ଏବଂ ନସୁମ ଅହମ୍ମଦ ୪୪ ରନ କରିଛନ୍ତି। ଭାରତ ପାଇଁ ବୋଲିଂରେ ଶାର୍ଦ୍ଦୁଳ ଠାକୁର ୩ ଓ୍ଵିକେଟ୍ ଓ ମହମ୍ମଦ ଶାମି ୨ଟି ଓ୍ଵିକେଟ୍ ନେଇଛନ୍ତି। ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୨୬୬ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଭାରତ ପାଇଁ ଅନୌପଚାରିକ ରହିଥିଲେ ହେଁ ବାଂଲାଦେଶ ପାଇଁ ସମ୍ମାନର ବିଷୟ ପାଲଟିଛି।

September 15, 2023
0 Comment
10 Views
ଶାକିବ ଓ ହୃଦୟଙ୍କ ଲଢୁଆ ବ୍ୟାଟିଂ, ଭାରତକୁ ୨୬୫ ରନ ଟାର୍ଗେଟ୍ ଦେଲା ବାଂଲାଦେଶ
by Editor
କଲୋମ୍ବୋ: ପ୍ରେମଦାସା ଷ୍ଟାଡିୟମରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ ସୁପର-୪ର ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ ଅଧିନାୟକ ଶାକିବ ଉଲ ହସନ ୮୦ ରନର ଇନିଂସ ଖେଳିଥିବା ବେଳେ ଟୋହିଡ ହୃଦୟ ୫୪ ରନ ଏବଂ ନସୁମ ଅହମ୍ମଦ ୪୪ ରନ କରିଛନ୍ତି। ଭାରତ ପାଇଁ ବୋଲିଂରେ ଶାର୍ଦ୍ଦୁଳ ଠାକୁର ୩... Read More