୫,୦୦୦ ରୁ ଉର୍ଦ୍ଧ୍ବ କର୍ମୀଙ୍କ ଶୋଭାଯାତ୍ରା — ୨୦୦୦ ସଂଖ୍ୟାରେ ବାଇକ୍ ରାଲ୍ଲି

September 8, 2023
0 Comment
19 Views
ପାଟଣା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେପି ସଭାପତିଙ୍କୁ ଭବ୍ୟ ସ୍ବାଗତ
୫,୦୦୦ ରୁ ଉର୍ଦ୍ଧ୍ବ କର୍ମୀଙ୍କ ଶୋଭାଯାତ୍ରା — ୨୦୦୦ ସଂଖ୍ୟାରେ ବାଇକ୍ ରାଲ୍ଲି କେନ୍ଦୁଝର, ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ବିଜେପି ଓଡ଼ିଶାର ନୂତନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଆଜି ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଅଛି। ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପାଟଣା ବ୍ଲକ୍ ର ମଲିପଶି ଛକ ଠାରୁ ପାଖାପାଖି ୨୦୦୦ ବାଇକ୍ ଯୋଗେ ଶୋଭାଯାତ୍ରାରେ ବାହାରିଥିଲେ।... Read More