0 Comment
ନୂଆଦିଲ୍ଲୀ : ଗୃହଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଉତ୍କଟ ମାନବୀୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଜରୁରୀ ସହାୟତା ଯୋଗାଣ ଜାରି ରଖିଛି ଭାରତ । ସଙ୍କଟ ଆରମ୍ଭରୁ ଜାରି ରହିଥିବା ଏହି ଯୋଗାଣ ଶୃଙ୍ଖଳାରେ ଭାରତ ଠାରୁ ୧୩ ତମ ବ୍ୟାଚରେ ପ୍ରାୟ ୪୫ ଟନର ସହାୟତା ସାମଗ୍ରୀ ଗ୍ରହଣ କରିଛି ଆପଗାନିସ୍ତାନ । ଏଥିପାଇଁ ଆପଗାନିସ୍ତାନ ଦୂତାବାସ ପକ୍ଷରୁ ନୂଆଦିଲ୍ଲୀକୁ ଧନ୍ୟବାଦ ଦିଆଯାଇଛି ।ଏହି ୧୩ ତମ ବ୍ୟାଚରେ ପଠାଯାଇଥିବା ସହାୟତା ସାମଗ୍ରୀ... Read More