0 Comment
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା। ଆଜି ନୀତି ଆୟୋଗର ନବମ ବୈଠକକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟଗୁଡିକ ସକ୍ରିୟ ଭୂମିକା ଗ୍ରହଣ କରିବେ କାରଣ ସେମାନେ ଲୋକଙ୍କ ସହିତ ସିଧାସଳଖ ଜଡ଼ିତ ଅଛନ୍ତି। ଏହି ଦଶନ୍ଧି ପରିବର୍ତ୍ତନ, ବୈଷୟିକ ଏବଂ ଭୂ-ରାଜନୈତିକ ଓ ସୁଯୋଗର ମଧ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ... Read More