0 Comment
କେନ୍ଦୁଝର, ୮ା୧୨: କେନ୍ଦୁଝର ଏଚ୍ଡିଏଫସି ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତଦାନ ଶିବିର କୁ ସଦର ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ରକ୍ତଦାନ ଶିବିର ପରିଚାଳନାରେ ବ୍ୟାଙ୍କର ଶାଖା ପରିଚାଳକ ଜ୍ୟୋତି ପ୍ରକାଶ ସାହୁ,ଅପରେସନ କ୍ଲଷ୍ଟର ହେଡ୍ ଶାନ୍ତନୁ ବେହେରା,ଅପରେସନ ମ୍ୟାନେଜର ଅମିତ କୁମାର ମଣ୍ଡଳ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଦିଲ୍ଲୀପ କୁମାର ଜେନା,ପ୍ରଭାସିନୀ... Read More