0 Comment
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ତୁା ଓ ଜୁଙ୍ଗା, ତେନ୍ତାଳାପୋଶି ପଂଚାୟତର ଗ୍ରାମବାସୀ ଆଜି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଗ୍ରାମର ଉପରେ ଥିବା ଖେଡିଆଡିହା ନାଳ ରେ ନିର୍ମାଣ ହେବାକୁଥିବା ବଡକାଣିଝର ଏମ୍ ଆଇପି ର ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି । ଖୁଣ୍ଟାବନ୍ଧ, ଗୋପୀନାଥପୁର, ମିଶ୍ରମାଳ,ହାତୀନଟା,ଦଧିବାମନପୁର, ଧନୁର୍ଜୟପୁର, ବଡକମୁଣ୍ତରା,ସାନକମୁଣ୍ତରା,ବ୍ରାହ୍ମଣପଙ୍ଗା, ଝୁମକାପୋଶି, ଡୁମୁରିଡିହା,କାଳିମାଟି ଗ୍ରାମର ଶତାଧିକ ଅଂଚଳବାସୀ ରାଲିରେ ଆସି ଏହିଦାବିପତ୍ର ଦେଇଥିଲେ । ଏହି ଅଂଚଳ... Read More