0 Comment
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିବାକୁ ସରକାରୀ କର୍ମଚାରୀଙ୍କୁ ଅଗ୍ରିମ ମିଳିବ । ବିନା ସୁଧରେ ଅଗ୍ରିମ ଦେବାକୁ ଗାଇଡଲାଇନ ଜାରି ରଖିଛି ଅର୍ଥ ବିଭାଗ । ଗ୍ରୁପ୍ ‘ଏ’ ବା ‘ବି’ କର୍ମଚାରୀଙ୍କୁ ବିଦ୍ୟୁତ କାର୍ ପାଇଁ ମିଳିବ ଅଗ୍ରିମ । କାର ଦାମ୍ ର ୭୫ ପ୍ରତିଶତ ବା ସର୍ବାଧିକ ୧୫ ଲକ୍ଷ ଅଗ୍ରିମ ମିଳିବ । ଗ୍ରୁପ୍ ‘ସି’ ଓ... Read More