ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ରୋଗୀସେବା ପ୍ରଭାବିତ ହୋଇଛି। ଶନିବାର ପୁଣି ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବଡ଼ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସାଧାରଣ ରୋଗୀ ହଟହଟା ହୋଇଛନ୍ତି। ସେମାନଙ୍କ ମାସାଧିକ କାଳ ଦରମା ଦିଆଯାଇନାହିଁ। ତୁରନ୍ତ ବକେୟା ଦରମା ପ୍ରଦାନ ସହ ଇପିଏଫ /ଇଏସ୍ଆଇ ପ୍ରଦାନରେ ଘଟୁଥିବା ଅହେତୁକ ବିଳମ୍ବର ପ୍ରତିକାର ଦାବି କରିଛନ୍ତି ଆନ୍ଦୋଳନରତ କର୍ମଚାରୀ। ସେମାନେ କାର୍ଯ୍ୟବନ୍ଦ କରି ସୁପାରିଟଣ୍ଟେଣ୍ଡେଣ୍ଟଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି। ନିଜ ଦାବି ହାସଲ ପାଇଁ ସ୍ଲୋଗାନ ଦେଉଛନ୍ତି। ଗୋଟିଏ ପଟେ ଆନ୍ଦୋଳନ, ଆରପଟେ ରୋଗୀ ସେବା ପ୍ରଭାବିତ ହୋଇଥିବାରୁ ବିଶେଷ କରି ଆଉଟଡୋରକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

March 18, 2023
0 Comment
12 Views
ଏମକେସିଜି ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ
by Editor
ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ରୋଗୀସେବା ପ୍ରଭାବିତ ହୋଇଛି। ଶନିବାର ପୁଣି ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବଡ଼ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସାଧାରଣ ରୋଗୀ ହଟହଟା ହୋଇଛନ୍ତି। ସେମାନଙ୍କ ମାସାଧିକ କାଳ ଦରମା ଦିଆଯାଇନାହିଁ। ତୁରନ୍ତ ବକେୟା ଦରମା ପ୍ରଦାନ ସହ ଇପିଏଫ /ଇଏସ୍ଆଇ ପ୍ରଦାନରେ ଘଟୁଥିବା ଅହେତୁକ ବିଳମ୍ବର ପ୍ରତିକାର ଦାବି କରିଛନ୍ତି ଆନ୍ଦୋଳନରତ କର୍ମଚାରୀ। ସେମାନେ କାର୍ଯ୍ୟବନ୍ଦ କରି ସୁପାରିଟଣ୍ଟେଣ୍ଡେଣ୍ଟଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି। ନିଜ ଦାବି ହାସଲ ପାଇଁ... Read More