0 Comment
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜର ଯୁକ୍ତ ତିନିରେ ନାମଲେଖା ପାଇଁ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠୁ ଆସନ୍ତା ୧୧ ତାରିଖ ମଧ୍ୟରେ ହେବ। ନାମ ଲେଖା ପ୍ରକ୍ରିୟା ରବିବାର ମଧ୍ୟ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ଏହିମାସ ୧୬ ତାରିଖରେ ପ୍ରକାଶ ପାଇବ। ସମସ୍ତ... Read More