0 Comment
ଭୁବନେଶ୍ୱର : ରାଜ୍ୟବ୍ୟାପୀ ପରିକ୍ରମା ସାରି ୪୮ ଦିନ ପରେ ଆଜି ଅହିଂସା ରଥ ଭୁବନେଶ୍ୱର ଫେରିଛି । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରଥଗୁଡ଼ିକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଅହିଂସା ରଥ’ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ ଅହିଂସା ମନ୍ତ୍ର ବଳରେ ଦେଶର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଓ ଅହିଂସା ମଣିଷର ସବୁଠାରୁ... Read More