0 Comment
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିଭିଷୀକା ଦେଖା ଦେଇଛି । ଫଳରେ ଏହାର ମୁକାବିଲା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ପ୍ରାଣୀଧନ, ମତ୍ସ୍ୟସମ୍ପଦର ସୁରକ୍ଷା, ତୁରନ୍ତ ଚିକିତ୍ସା ସୁବିଧା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲା ଓ ନିର୍ଦ୍ଦେଶାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗରେ ମଧ୍ୟ କଣ୍ଟ୍ରୋଲ ରୁମ୍କୁ କାର୍ଯ୍ୟକ୍ଷମ କରାଯାଇଛି । ଚାଷୀମାନେ ୦୬୭୪-୨୩୯୩୯୫୮ ନମ୍ବରରେ ଯୋଗାଯୋଗ କରିପାରିବେ । ଏହା ସହିତ ଯୁଗ୍ମ... Read More