ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା ବୃଦ୍ଧି କରିଛି | ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି | ୧୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ୨୫ ତାରିଖ ଯାଏଁ ଚାଲିବାର ଥିଲା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ ବୋଲି କୁହାଯାଇଥିଲା | ଏବେ ନାମଲେଖା ପାଇଁ ସମୟ ସୀମା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ୨ୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଯାଏଁ ଥିଲା | ଏବେ ଏହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି |
![](https://theajikali.com/wp-content/uploads/2022/08/odisha-plus-2-admission.jpg)
August 21, 2022
0 Comment
203 Views
ବନ୍ୟା ସ୍ଥିତି ଦୃଷ୍ଟିରୁ ଯୁକ୍ତ ଦୁଇ ନାମଲେଖା ସମୟସୀମା ବୃଦ୍ଧି
by Editor
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା ବୃଦ୍ଧି କରିଛି | ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି | ୧୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ୨୫ ତାରିଖ ଯାଏଁ ଚାଲିବାର ଥିଲା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ ବୋଲି କୁହାଯାଇଥିଲା | ଏବେ ନାମଲେଖା... Read More