0 Comment
କଟକ : ବିଧାନସଭା ଷ୍ଟାଣ୍ଡିଂ କମିଟି ବୁଧବାର କଟକ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ୧୨ ଜଣିଆ ବିଧାୟକ କମିଟି ଏସସିବି ପରିଦର୍ଶନ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ମେଡିକାଲର ବିଭିନ୍ନ ସମସ୍ୟା ଓ ଏସସିବି ଏମ୍ସ ପ୍ଲସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କମିଟିର ସଦସ୍ୟ। ମେଡିକାଲର ସମସ୍ତ ବିଭାଗକୁ ଗସ୍ତ କରିବା ସହ ପ୍ରତିଟି ଦିଗ ଉପରେ ଆଲୋଚନା କରିଛନ୍ତି। ସମସ୍ତ ୱାର୍ଡ଼, କାଜୁଆଲଟି ବୁଲିବା ସହ ଆମ୍ବୁଲାନ୍ସ ସେବା,... Read More