0 Comment
ନୂଆଦିଲ୍ଲୀ: ଭାରତ ଆଜିଠାରୁ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି । ଆସନ୍ତା ଏକ ବର୍ଷ ପାଇଁ ଭାରତ ଏହି ଦାୟିତ୍ବ ସମ୍ଭାଳିବ । ଏହି ଅବସରକୁ ସ୍ୱତନ୍ତ୍ର କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି | ଏହି ଅବସରରେ ଦେଶର ୧୦୦ ରୁ ଅଧିକ ସ୍ମାରକୀ ଉପରେ ଜି-୨୦ ଲୋଗୋ ପ୍ରଦର୍ଶିତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଅଧ୍ୟକ୍ଷତା ଗ୍ରହଣ କରିବା ପରେ ଜି -୨୦... Read More