0 Comment
ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ‘କଲେଜିୟମ୍ ସିଷ୍ଟମ୍’ କୁହାଯାଏ | ସମ୍ପ୍ରତି ଏହା ଚର୍ଚ୍ଚାର ବିଷୟ ପାଲଟିଛି | ଦେଶର ଆଇନ ମନ୍ତ୍ରୀ କିରେନ ରିଜିଜୁ କଲେଜିୟମ ସିଷ୍ଟମ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି । ସେ କଲେଜିୟମ ସିଷ୍ଟମକୁ ଭାରତୀୟ ସମ୍ବିଧାନ ପାଇଁ ଏକ ଅପରିଚିତ ‘ଏଲିୟେନ’ ଭାବେ ଅଭିହିତ କରିଛନ୍ତି । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ଆକ୍ରମଣ କରି ଆଇନ ମନ୍ତ୍ରୀ କହିଛନ୍ତି ଯେ ସମ୍ବିଧାନ... Read More