0 Comment
ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଭାରତରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଗତ ୪୮ ଘଣ୍ଟାରେ ନୂଆ ମାମଲାରେ ଦୁଇ ହଜାରରୁ ଅଧିକ ବୃଦ୍ଧି ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରୁ ଆଉ ୫,୭୪୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୩ରେ କୋଭିଡ-୧୯ର ୪,୩୬୯ ମାମଲା ରିପୋର୍ଟ ହୋଇଥିବାବେଳେ ଗତକାଲି ଅର୍ଥାତ୍ ସେପ୍ଟେମ୍ବର... Read More