0 Comment
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଷଷ୍ଠ ମାମଲା ରିପୋର୍ଟ ହୋଇଛି। ଦ୍ୱାରକାରେ ରହୁଥିବା ଜଣେ ୨୨ ବର୍ଷୀୟା ଆଫ୍ରିକୀୟ ମହିଳାଙ୍କର ରିପୋର୍ଟ ପଜିଟିଭ୍ ଆସିଛି | ମହିଳା ଜଣକ ଗତ କିଛି ଦିନ ହେବ ଜ୍ୱର ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ପରେ ତାଙ୍କୁ ଲୋକ ନାୟକ ଜୟ ପ୍ରକାଶ (ଏଲ୍ଏନଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଅବସ୍ଥା ଭଲ ଥିବା ଏଲ୍ଏନଜେପି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର... Read More