0 Comment
ନୂଆଦିଲ୍ଲୀ: ଆଇକନିକ୍ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନିଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଦଳର ଅଧିନାୟକ ଭାବେ ନାମିତ କରାଯାଇଛି। ୨୦୦୮ରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ଲୋକପ୍ରିୟ ଟି-୨୦ ଲିଗର ସଫଳତା ପାଳନ କରିବା ପାଇଁ ଏହି ଦଳ ମନୋନୀତ କରାଯାଇଛି | ଫେବୃଆରୀ ୨୦ରେ ପ୍ରଥମ ଆଇପିଏଲ୍ ନିଲାମର ୧୬ ବର୍ଷ ପୂର୍ତ୍ତି ହେବ । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ତଥା ପ୍ରାୟ ୭୦ ସାମ୍ବାଦିକଙ୍କ ସହାୟତାରେ ଆଇପିଏଲ୍... Read More