0 Comment
ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ଯୁବତୀ ଏହି ଅଭିଯୋଗ କରିଛନ୍ତିି। ବରୁଣ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷ ଧରି ବହୁଥର ବଳାତ୍କାର କରିଛନ୍ତିି ବୋଲି ସେ ଦାବି କରିଛନ୍ତି । ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ବରୁଣ କୁମାରଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା ବୋଲି ଯୁବତୀ ଜଣକ କହିଛନ୍ତି। ଯୁବତୀ ଜଣକ ପୋଲିସରେ କରିଥିବା ଅଭିଯୋଗ ଅନୁସାରେ ଯେବେ... Read More