0 Comment
ସିଡନୀ: ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଳକାଙ୍କୁ ଗୁରୁବାର ଜାମିନ ମିଳିଛି । କିନ୍ତୁ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ନଭେମ୍ବର ୭ରେ ଜାମିନ ନାମଞ୍ଜୁର ହେବା ପରଠାରୁ ‘ପାର୍କାଲିଆ କେରେକ୍ସନାଲ ସେଣ୍ଟର’ ରେ ଥିବା ନିଲମ୍ବିତ ଖେଳାଳି ଗୁଣତିଳକା ଭିଡିଓ ଲିଙ୍କ୍ ମାଧ୍ୟମରେ ସିଡନୀର ଡାଉନ ସେଣ୍ଟର କୋର୍ଟରେ ହାଜର ହୋଇଥିଲେ... Read More