0 Comment
ନୂଆଦିଲ୍ଲୀ : ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଅଭିଯାନ ପ୍ରତିଯୋଗିତାର ଶେଷ ଦିନ ଅର୍ଥାତ୍ ଗତକାଲି ଆନୁଷ୍ଠାନିକ ଭାବେ ଶେଷ ହୋଇ ମୋଟ ୬ଟି ପଦକ ହାସଲ କରିଛି। ଶେଷ ଭାରତୀୟ ଆଥଲେଟ କୁସ୍ତିଯୋଦ୍ଧା ରିତିକା ହୁଡା କ୍ୱାର୍ଟର ଫାଇନାଲରେ ପରାଜୟ ପରେ ମହିଳା ୭୬ କେଜି ବର୍ଗରୁ ବିଦାୟ ନେଇଥିବା ବେଳେ ଗଲ୍ଫର ଅଦିତି ଅଶୋକ ଓ ଦିକ୍ଷା ଡାଗର ପଦକ ଦୌଡ଼ରେ ଭଲ ପ୍ରଦର୍ଶନ କରିଥିଲେ। ରିତିକା ହୁଡା ହଙ୍ଗେରୀର ବର୍ନାଡେଟ ନାଗିଙ୍କୁ ପରାସ୍ତ... Read More