0 Comment
ଦୁବାଇ : ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଂର ଶ୍ରେଷ୍ଠ ୧୦ ଭିତରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଅଧିନାୟକ ରୋହିତ ଶର୍ମା ସ୍ଥାନ ପାଇଛନ୍ତି । ନ୍ୟୁଜିଲାଣ୍ଡର କେନ୍ ଓ୍ୱିଲିୟମସନ୍ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ମାର୍ନସ ଲାବୁସେନ୍, ଜୋ ରୁମ୍, ଟ୍ରାଭିସ୍ ହେଡ୍, ବାବର ଆଜମ, ଷ୍ଟିଭ୍ ସ୍ମିଥ୍, ଡାରଲି ମିଚେଲ୍, ଉସ୍ମାନ ଖ୍ୱାଜା, ଡିମୁଥ୍ କରୁଣାରତ୍ନେ ରହିଛନ୍ତି । ୧୦ ନମ୍ବର ସ୍ଥାନରେ ରହିଛନ୍ତି... Read More